🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ଆଜି ବି ସେମିତି ହେଇ ପଡିଛି ଶିଖରପୁର ର ମୁଖ୍ୟ ରାସ୍ତା


ନୟାଗଡ:୨୪/୦୯ (ସୁଧିର କୁମାର ଦାସ)ନୟାଗଡ ଜିଲ୍ଲା ଶରଣ କୁଳ ଅଧୀନରେ ଥିବା ଶିଖରପୁର ମୁଖ୍ୟ ରାସ୍ତାର ଦୂରବସ୍ଥା ଯୋଗୁଁ ଅନେକଗ୍ରମର ଲୋକେଯାତାୟତ ସମୟରେ ନାନା ପ୍ରକାରର ସମସ୍ୟାର ସମ୍ବୁଖୀନ ହେଉଛନ୍ତି ।ସୂଚନା ଅନୁଯାଇ :ଶିଖରପୁରର ଏହି ମୁଖ୍ୟ ରାସ୍ତା ଦେଇ ଯାଇଥିବା ଗୋଲ ଗାଁ , ପାଣି ଭଣ୍ଡାର, କଜଳ ପୋଲି ଅନେକ ଗାଁ ଓ ପର୍ଯ୍ୟନ୍ ସ୍ଥଳୀ ଏହି ରାସ୍ତାରେ ଯିବାକୁ ପଡିଥାଏ । କିନ୍ତୁ ରାସ୍ତା ଦୀର୍ଘ ଦିନ ଧରି ଖାଲ ଖମା ହୋଇ ପଡ଼ିଥିବାରୁ ଯାନବାହନ ଯାତାୟାତ କରିବା ପାଇଁ ଅସୁବିଧାରେ ସାମ୍ବୁ ଖିନ ହେଉଛନ୍ତି । ଓ ଦୁର୍ଘଟଣା ହେବାର ଆଶଙ୍କା ରହିଛି ।ରାସ୍ତାର ଦୂରବସ୍ଥା ସମ୍ପର୍କ ରେ ବରାବର ଅଭିଯୋଗ କଲାପରେ ବିଧାୟକ ରୋଡ କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟି ନ ଦେଇଥିବାର ପ୍ରକାଶ ପାଇଛି ।

Previous Post Next Post