
ଜୟ ଜଗନ୍ନାଥ ଗତ ସୋମବାର ରାତିରେ କୋଠି ଗ୍ରାମର ବାବା ହେମନ୍ତ ପ୍ରଧାନଙ୍କ ଝିଅ ପ୍ରଜ୍ଞା ପାରମିତା ପ୍ରଧାନ ଶ୍ରଦ୍ଧୟା ଗୁଡ଼ୁଲି ବୟସ ମାତ୍ର ୧୫ ସନ୍ଧ୍ୟା ସମୟରେ ବାଡ଼ିକି ଯାଇଥିଲେ ସେଠି ଏକ ବିଷଧର ସାପ କାମୁଡ଼ି ଦେଇଥିଲା ସେ କାହାକୁ ଜଣେଇ ନଥିଲେ ହଠାତ୍ ବିନ୍ଧା ହେବାରୁ ଘରେ ମାଙ୍କୁ କହିଥିଲେ ସାଙ୍ଗେ ସାଙ୍ଗେ ଆମ ବିନୋରି ସେବା ଫାଉଣ୍ଡେସନ କୁଜଙ୍ଗ ସହ ଯୋଗାଯୋଗ କରିଥିଲେ ମୁଁ ତାଙ୍କୁ କହିଲି ମେଡ଼ିକାଲ୍ ଆଣିକି ଆସ ସେ ଅଧଘଣ୍ଟା ଭିତରେ ପହଞ୍ଚି ଥିଲେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କଲା ପରେ ସେ ଗୁରୁତ୍ତର ହେଇଥିଲେ ତୁରନ୍ତ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ ସେଠୀ ICU ରେ ଥିଲେ ଦୀର୍ଘ ପାଞ୍ଚଦିନ ଧରି ଲଢ଼େଇ କରି ଶେଷରେ ହରିଗଲେ ଆଜି ଭୋର୍ ଚାରିଟା ସମୟରେ ବାପା ମାଆଙ୍କ ପାଖରୁ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ କିନ୍ତୁ ଦୁଃଖ ଦେଇଗଲା ପୁରା କୋଠି ପଞ୍ଚାୟତର ସବୁ ମା ଭଉଣୀଙ୍କ ସମସ୍ତେ ଆଜି ସ୍ତବ୍ଦ ହେଇଗଲେ ଆଉ ଗୁଡୁଲି ଆମ ସୁନା ଝିଅ ତୁ କୁଆଡେ ଗଲୁ କହି ଭୋ ଭୋ ହୋଇ କାନ୍ଦୁଛନ୍ତି ଅବାଳ ବୃଦ୍ଧ ବନିତା ପ୍ରଭୁ ଏଭଳି ଦୁଖ ସମୟରେ ତା ବାପା ମାଆ ଙ୍କୁ ଧର୍ଯ୍ୟ ସାହସ ଏବଂ ଶକ୍ତି ଦିଅନ୍ତୁ ତା ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ କେହି ନାହିଁ ଯାହାର ଆମେ ଅଛୁ ତାହାର ଅନ୍ୟର ହସ ଆମର ପ୍ରୟାସ ଧନ୍ୟବାଦ୍ ଦବୁ ପ୍ରଦୀପ୍ତ ବରାଳ ଭାଇଙ୍କୁ ତାଙ୍କ ସହଯୋଗ ପାଇଁ ତାଙ୍କୁ ସାଧୁବାଦ
