🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ନୂଆପଡ଼ା ଏବଂ ମହାସମୁନ ଜିଲ୍ଲା ପୋଲିସ ର ମିଳିତ ଚଢ଼ାଉ, ପାଞ୍ଚ ଦାଦାନ ସର୍ଦ୍ଧାତା ଗିରଫ ୧ କୋଟି ୪୮ ଲକ୍ଷ ୫୪ ହଜାର ୭୫୦ ଟଙ୍କା ନଗଦ ଜବତ


ତା:୨୬.୦୯. ନୂଆପଡ଼ା ଜିଲ୍ଲା ଓ ମହାସମୁନ ଜିଲ୍ଲା ଓଡ଼ିଶା ଓ ଛତିଶଗଡ ପୋଲିସ ମିଳିତ ଚଢ଼ାଉ କରିଥିଲେ। ଦୁଇ ରାଜ୍ୟ ପୋଲିସ ବର୍ତ୍ତମାନ ଏକନ୍ସ ମୁଡ ରେ ରହି ଚଢାଉ ଜାରି କରିଛନ୍ତି। ଦୁଇ ରାଜ୍ୟ ରେ ୧୦ ଗୋଟି ସ୍ଥାନ ରେ ଚଢ଼ାଉ କରିଥିଲେ। ଓଡ଼ିଶା ୨ ଜଣ ଓ ଛତିଶଗଡ଼ ୩ ଜଣଙ୍କୁ ଗିରଫ କରିଛନ୍ତି। ବେଲଟୁକରି ଥାନା ଅଞ୍ଚଳ ରୁ ମୁକେଶ ଚନ୍ଦ୍ରକର ଏବଂ ଯୋଙ୍କ ଥାନା ଅଞ୍ଚଳ ରୁ ଲତା ଶବର ଗିରଫ କରିଥିବା ବେଳେ ପଡୋଶୀ ଛତିଶଗଡ ରାଜ୍ୟ ମହାସମୁନ ଜିଲ୍ଲା କୋମାଖାନ ଥାନା ଅଞ୍ଚଳ ରୁ ମଣିଷ ଗୁପ୍ତା, ପିଥୋରା ଥାନା ଅଞ୍ଚଳ ରୁ ନନ୍ଦ କୁମାର ମହାନ୍ତି, ପୀୟୁଷ ଅଗ୍ରୱାଲ ଗିରଫ କରିଛନ୍ତି। ମହାସମୁନନ୍ ଜିଲ୍ଲା ଖଲାରୀ ଥାନା ରେ ମାମଲା ରୁଜୁ। ଦାଦନ ସର୍ଦ୍ଧାର ଙ୍କୁ ଗିରଫ କରିଥିବା ବେଳେ ଘଟଣା ସ୍ଥାଲରୁ ପାସ ବୁକ୍ ଏଟିଏମ୍ କାର୍ଡ କାଗଜାତ ଜବତ, କରିଛନ୍ତି। ନଗଦ ୧ କୋଟି ୪୮ ଲକ୍ଷ ୫୪ ହଜାର ୭୫୦ ଟଙ୍କା ନଗଦ ଜବତ କରିଥିବା ମହସମୁନ ଜିଲ୍ଲା ପୋଲିସ ଆଜି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି।

Previous Post Next Post