.jpeg)
ତା:୦୯.୧୦. ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ଲାଳସହେବ ପଡ଼ା ରୁ ଗୁରୁ ନାନକ ଛକ ପର୍ଯ୍ୟନ୍ତ ବ୍ୟାପକ ଜାମ୍, ସ୍କୁଲ ଛାତ୍ର ଛାତ୍ରୀଙ୍କୁ ଯାତାୟାତ ସମସ୍ୟା ଦେଖାଯାଉଅଛି। ପୋଲିସ ପକ୍ଷ ରୁ ଜଣେ ଜଣେ ବ୍ୟକ୍ତି ଙ୍କୁ ଜାମ ସମସ୍ୟା ସୁଧାର ପାଇଁ ନିୟୋଜିତ କରିବା ଆବଶ୍ୟକ ଅଟେ। କାରଣ ପବିତ୍ର ଦଶହରା ପାଇଁ ଥାନା ଛକ ଠାରୁ ଆଜାଦ୍ ଛକ ପର୍ଯ୍ୟନ୍ତ ପାର୍ବଣ ପାଇଁ ବନ୍ଦ ରହିଥିବା ବେଳେ ଏହି ଗୋଟିଏ ସଡ଼କ ଉପରେ ଖଡ଼ିଆଳ ସହର ଯାତାୟାତ ନିର୍ଭରଶୀଳ ଅଟେ। ତେଣୁ ତୁରନ୍ତ ପୋଲିସ ବିଭାଗ ପକ୍ଷ ରୁ ଟ୍ରାଫିକ ସମସ୍ୟା ଦୂର କରିବାକୁ ବିଶେଷ ଅନୁରୋଧ। ସହରବାସୀ ଯେଉଁ ସମସ୍ୟା ସମ୍ମୁଖୀନ ହେଲେ ମଧ୍ୟ କାହାରିକୁ ଯାଏ ଆସେ ନାହିଁ । ଖଡ଼ିଆଳ ଥାନା ଅଧିକାରୀ ଏଥି ପ୍ର୍ତି ଦୃଷ୍ଟି ଦେବାକୁ ଅନୁରୋଧ ।
