🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ନୁଆଁଖାଇ ଭେଟ ଘାଟ ଅନୁଷ୍ଠିତ


ବରଗଡ ଜିଲ୍ଲା ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ବୁଡେନ ଜୋନ ସ୍ତରୀୟ ସ୍ତରୀୟ ଶୌଣ୍ଡିକ ସମାଜ ର ବନ୍ଧୁମିଳନ ତଥା ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ମୁଖ୍ୟ ଅତିଥି ରୂପେ ବଲାଙ୍ଗୀର ଜିଲ୍ଲା ଉପସଭାପତି ଗଣ୍ଡାରlମ ବେହେରା ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ରୂପେ ଖପ୍ରାଖୋଲ ବ୍ଳକ ସଭାପତି ଯୋଗ ଦେଇଥିଲେ,ଏହି କାର୍ଯ୍ୟକ୍ରମ ଟି ସଭାପତି ବୀରେନ୍ଦ୍ର ବେହେରା ଓ ସମ୍ପାଦକ ସୁଶୀଲ ବେହରା ଙ୍କ ନେତୃତ୍ୱ ରେ ହେଇଛି,କେନ୍ଦ୍ର କମିଟି ର ଉପସଭାପତି ଆନନ୍ଦ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ କାର୍ଯ୍ୟକ୍ରମ ପରିଚାଳନା ଦାଇତ୍ୱ ରେ ମନୋରଞ୍ଜନ ବେହେରା ମୁଖ୍ୟ ଥିଲେ, ଓ ସହଯୋଗ କରିଥିଲେ ଖଗେଶ୍ୱର, ମଧୁସୂଦନ, ସୁଧୀର,ଟୁନୁଚନ୍ଦର, ବୀରେନ୍ଦ୍ର,ସୁବ୍ରତ, କିଶୋର, ମୁରଲୀଧର ଓ ଅନ୍ୟ ମାନେ, ଏହି କାର୍ଯ୍ୟକ୍ରମ ରେ ଯୁବ ସlମ୍ବାଦିକ କୃପାସିନ୍ଧୁ ମହାନ୍ତି, ମଙ୍ଗଳୁ ସାହୁ ଓ ଭଗରଥୀ ଭୋଇ ଙ୍କୁ ସମ୍ମାନିତ କରାଯାଇଥିଲା, କାର୍ଯ୍ୟକ୍ରମ ରେ ତିନି ଶହ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

Previous Post Next Post