🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ଲଗାଣ ବର୍ଷା ଯୋଗୁଁ ସରଣକୁଳ ଥାନା ଅଧୀନରେ ଶିଖର ପୁର ପଞ୍ଚାୟତର ୮ନଂ ଜୋନ ରାସ୍ତା ଏବେ ଦୟନୀୟ ଅବସ୍ଥା


ନୟାଗଡ, ୨୬/୦୯ (ସୁଧିର କୁମାର ଦାସ) ଲଗାଣ ବର୍ଷା ଯୋଗୁଁ ସରଣକୁଳ ଥାନା ଅଧୀନରେ ଶିଖର ପୁର ପଞ୍ଚାୟତର ୮ନଂ ଜୋନ ରାସ୍ତା ଏବେ ଦୟନୀୟ ଅବସ୍ଥାରେ  ।ଲଗାତାର ୪ଦିନ ବର୍ଷା ପରେ ରାସ୍ତା ଉପରେ ନାଳ ଭଳି ପାଣି ପ୍ରଭାବିତ ହୋଇଥିବାରୁ ଗ୍ରାମ ବାସୀଙ୍କ ଯାତାୟାତ ବାଧପ୍ରାପ୍ତ ହୋଇଛି । 
ସୂଚନା ଅନୁଯାୟୀ, ୮ନଂ ଯୋନରରସ୍ତା ନିର୍ମାଣ କାମ ଚାଲି ଥିବାବେଳେ କିଛି ଅଂଶର କାମ ଅ ସଂପୂର୍ଣ୍ ରହିଥିଲା । ଏହିସମୟରେ ଲଘୁଚାପ ଜନିତବର୍ଷା ଲାଗିରହିଥିବାରୁ ରାସ୍ତା।ଉପରେ ବହୁ ପରିମାଣ ପାଣି ଜମିବସହ ପ୍ରବାହିତ ହୋଇ ଥିବାର ଦେଖିବାକୁ ମିଳୁଛି ।ରାସ୍ତା କଡ଼ରେ ନାଳ ଥିଲେ ମଧ୍ୟ ଠିକ ଭାବେ ଜଳ ନିସ୍ପା ସନ୍ ହୋଇ ପାରି ନଥିବା ଅଭିଯୋଗ କରିଛନ୍ତି।ଗ୍ରାମ ବାସି।ମାନେ ନିଜସ୍ୱ ଉଦ୍ୟମରେ ପାଣି ନିଷ୍ପା ସନ୍ ପାଇଁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ରାସ୍ତା ଉଭୟ ପାଶ୍ୱର୍ରେ ଘର ରହିଥିବାରୁ ଜଳ ନୀସ୍ପାସନ୍ ପାଇଁ  ପର୍ଯ୍ୟାପ୍ତ ସୁବିଧା ନଥିବା ଗ୍ରାମ ବାସି ଲୋକେ କହିଛନ୍ତି । ଫଳରେ ବର୍ଷା  ଦିନରେ ଏହିରାସ୍ତା ଦେଇ ଲୋକଙ୍କ ଏକପ୍ରକାର ଦୃଷ୍ଟି ସହ ହୋଇ ପଡ଼ିଛି ।ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଶୀଘ୍ର ରାସ୍ତା ଓ ଜଳ ନୀଷ୍ପା ସନ୍ ବେବସ୍ତା କରିବାକୁ ବ୍ଲକ ପ୍ରଶାସନ ଓ ସରପଞ୍ଚଙ୍କ ଅନୁରୋଧ କରିଛନ୍ତି ।

Previous Post Next Post