ସୁବର୍ଣରେଖା ବନ୍ୟାରେ ଫିକା ପଡ଼ିଲା ପବିତ୍ର ଗୁରୁ ଦିବସ । ଆଜି ଭଳି ଏକ ଖୁସି ଦିନରେ ପିଲାଙ୍କ ମୁହଁରେ ଖୁସି ଛଡାଇ ନେଇଛି ବନ୍ୟା।ଘର ଠୁ ଦାଣ୍ଡ , ଦାଣ୍ଡ ଠୁ ରାସ୍ତା ଯୁଆଡେ ଦେଖିଲେ ସିଆଡେ ପାଣି । ଆଉ ଏହି ପାଣି ପିଲା ମାନେ ନା ଘରୁ ବାହାରି ପାରୁଛନ୍ତି ନା ଶିକ୍ଷକ ମାନେ ସ୍କୁଲ ଆସି ପାରୁଛନ୍ତି । ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ସୁବର୍ଣ୍ଣରେଖାର ଲଗାଣ ୩ ଥର ବନ୍ୟାରେ ଦୁଇ ସପ୍ତାହ ଧରି ସ୍କୁଲ ଆସି ପାରୁ ନାହାଁନ୍ତି । ଆଉ ତାହାରି ଭିତରେ ଆଜି ଗୁରଦିବସ ଥିବାରୁ ଭୋଗରାଇ ବ୍ଲକର ୫୦ରୁ ଅଧିକ ସ୍କୁଲରେ ଗୁରୁଦିବସ ପାଳନ କରାଯାଇ ନାହିଁ ।