
ତା:୦୮.୧୦. ପ୍ରଦେଶ କଂଗ୍ରେସ କମିଟି ଡାକରା କ୍ରମେ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ନୂଆପଡ଼ା ବନ୍ଦ ଡାକରା, ବନ୍ଦ ସଫଳ ହୋଇଥିବା ପ୍ରଦେଶ କଂଗ୍ରେସ କମିଟି ଡାକରା କ୍ରମେ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ନୂଆପଡ଼ା ବନ୍ଦ ଡାକରା, ବନ୍ଦ ସଫଳ ହୋଇଥିବା ବେଳେ ଦୋକାନ ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଅଛି। ଏହି ବନ୍ଦ ପାଳନ ରେ ସରକାରି, ବେ-ସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ, ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ, ସହ ଜାତୀୟ ରାଜପଥ କୁ ବିଭିନ୍ନ ସ୍ଥାନ ଅବରୋଧ କରିଥିଲେ। ଖଡ଼ିଆଳ ଆମ୍ବେଦକର ଛକ ଠାରେ ବନ୍ଦ ପାଳିତ ହେବା ସହ ଖଡ଼ିଆଳ ବ୍ଲକ ଛକ ଠାରେ ଜାତୀୟ ରାଜପଥ ଅବରୋଧ ହୋଇଅଛି। ରାଜ୍ୟ ସମ୍ପାଦକ କମଲ ଚରଣ ତାଣ୍ଡିଙ୍କ ନେତୃତ୍ୱ ନେଇଥିବା ବେଳେ ପ୍ରବୀଣ ପଟ୍ଟନାୟକ, ଅଭିଷେକ ଜଗତ, ବହୁ କର୍ମୀ ଯୋଗ ଦେଇ ମୋଟର ସାଇକେଲ ରେଲି ଏବଂ ପିକେଟିଙ୍ଗ କରିଥିଲେ। ସେହିପରି ନୂଆପଡ଼ା, ଖଡ଼ିଆଳ, କୋମନା, ସିନାପାଲି ଏବଂ ବୋଡ଼େନ ଥରେ ବନ୍ଦ ପାଳିତ ହୋଇଅଛି। ଅନେକ ସ୍ଥାନ ରେ ବିଜୁ ଏକ୍ସପ୍ରେସ ୱେ କୁ ମଧ୍ୟ ଅବରୋଧ କରିଛନ୍ତି।
