🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ଗାନ୍ଧୀ ଜୟନ୍ତୀ ରେ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ


ନୟାଗଡ:୨/୧୦ (ସୁଧିର କୁମାର ଦାସ )ଗାନ୍ଧୀ ଜୟନ୍ତୀ ଓ ସାସ୍ତ୍ରିଜୟନ୍ତି ଅବସରରେ ନୟାଗଡ ଜିଲ୍ଲା ସରଣକୁଳ ବାଉଁଶିଆ ଆଶ୍ରୟ ଠାରେ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ସୂଚନା ଅନୁଯାୟୀ : ସରଣକୁଳ ବାଉଁଶିଆଗ୍ରମ୍ ଆଶ୍ରୟ ଠାରେ ଗାନ୍ଧୀ ଜୟନ୍ତୀ ଓ ସାସ୍ତ୍ରୀ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି ।ଏହି ଅନୁଷ୍ଠାନରେ ଯୋଗ ଦେଇଥିଲେ ଗ୍ରାମ ବାସି ।ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସ୍ବାସ୍ଥ୍ୟ ଦେଖିବା ସହ ରକ୍ତ ପ୍ରଦାନ କରୁଥିଲେ ।ତଥା ଆଶ୍ରୟ ପରିବାର କର୍ମକର୍ତ୍ତା ସହଯୋଗ କରି ଥିଲେ ।ଏହି କ୍ୟାମ୍ପସରେ ୩୫ ୟୁନିଟ ରକ୍ତ ସଗୃହିତ କରାଯାଇଥିଲା ।ପ୍ରତିଷ୍ଠିତ ଲୋକନାଥ ଦାସ ଙ୍କ ସହଯୋଗରେ ପାଣ୍ଡବ ନାୟକ, ପ୍ରଫୁଲ୍ଲ ନାହାକ, ରବୀନ୍ଦ୍ର କୁମାର ଦାଶ, ଡାକ୍ତର ସ୍ତ୍ୟପ୍ରଧନ ସାହୁ, ଅଧିକାରୀ ପରମାନନ୍ଦ ଦଳେଇ, ସ୍ୱର୍ଣ୍ଣମା ପ୍ରଧାନ ଓ ରାମକୃଷ୍ଣ ମହାରଣା ଯୋଗ ଦେଇ ଥିଲେ ।

Previous Post Next Post