🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ପଡୋଶୀ ରାଜ୍ୟ ଛତିଶଗଡ଼ ସୀମାନ୍ତ ଗ୍ରାମରେ ବନ୍ୟ ପ୍ରାଣୀଙ୍କ ଆତଙ୍କ ଘରେ ପଶିଲା ବାଘ , ୬ ସଦସ୍ୟ ଗୁରୁତର ଆହତ


ନୂଆପଡ଼ା(ତା:୦୪.୧୦.) - ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ମହାସମୁନ୍ଦ୍ ଜିଲ୍ଲା ଝିଟକି ଗାଁରେ ଦେଖାଦେଇଛି ବାଘ ଆତଙ୍କ l ଗତ କାଲି ସନ୍ଧ୍ୟାରେ ଗାଁ ନିକଟ ଜଙ୍ଗଳରୁ ବାଘ ବୁଲୁ ଥିବା ଲୋକେ ଦେଖିଥିଲେ l କିନ୍ତୁ ରାତି ପ୍ରାୟ ୧ରୁ ୨ଟା ମଧ୍ୟରେ ସେହି କଲରାପତରିଆ ବାଘ ଜଣକଙ୍କ ଘରେ ପଶି ଯାଇ ଥିଲା l ବାଘ ୬ ଜଣଙ୍କୁ ଆକ୍ରମଣ କରି lଥିବା ସୂଚନା  l ସମସ୍ତ ଆହତମାନଙ୍କୁ ଗାଁ ଲୋକେ ଉଦ୍ଧାର କରି ସ୍ଥାନୀୟ ଡ଼ାକ୍ତର ଖାନାରେ ଭର୍ତ୍ତି କରି ଥିଲେ l ୪ ଜଣଙ୍କୁ ମହାସମୁନ୍ଦ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ୨ ଅତି ଗୁରୁତରଙ୍କୁ ରାୟପୁର ସ୍ଥାନାନ୍ତର କରା ଯାଇଛି l ବାଘକୁ ଉଦ୍ଧାର କରିବା ପାଇଁ ରାୟପୁରରୁ ଏକ ଉଦ୍ଧାରକାରୀ ଦଳ ପହଂଚିଛନ୍ତି l ବାଘ୍ ମଣିଷ ରକ୍ତ ରେ ଚାଲିଥିବା ବେଳେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବୀ କରିଛନ୍ତି।

Previous Post Next Post