🌤️ Weather Odisha
🌡️ Temp --°C
📅 Date --
🕐 Live --:--:--



Breaking News

ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ବନ୍ୟ ପ୍ରାଣୀ ସଂରକ୍ଷଣ ସମ୍ମାନ - ୨୦୨୬


ନୂଆପଡ଼ା ଜିଲ୍ଲା ବରିଷ୍ଠ ସାମ୍ବାଦିକ ତଥା ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ସୁନାବେଡ଼ା ବନ୍ୟ ପ୍ରାଣୀ ୱାର୍ଡେନ ମାୟାଧର ସରାଫ ଙ୍କୁ ବନ୍ୟ ପ୍ରାଣୀ ସୁରକ୍ଷା ନେଇ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ବନ୍ୟ ପ୍ରାଣୀ ସଂରକ୍ଷଣ ସମ୍ମାନ - ୨୦୨୬ ରେ ସମ୍ମାନିତ ହୋଇଛନ୍ତି ।ଭବାନୀପାଟଣା ଆର ସି ସି ଏଫ ଅଫିସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହି ଉତ୍ସବ ରେ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ବନ୍ୟ ପ୍ରାଣୀ ସଂରକ୍ଷଣ ସମ୍ମାନ - ୨୦୨୬ ପ୍ରଦାନ କରାଯାଇଅଛି। ମାୟାଧର ସରାଫ ଙ୍କୁ ମାନପତ୍ର ସହ ୨୫ ହଜାର ଟଙ୍କା ଚେକ୍ ପ୍ରଦାନ କରାଯାଇଛି l

Previous Post Next Post